ରାଜଧାନୀରେ ଚୋରି କରିବାକୁ ଆସି ଘର ମାଲିକଙ୍କୁ ହତ୍ୟା

youtube

ଭୁବନେଶ୍ବର : ଚୋରି କରିବାକୁ ଆସି ଘର ମାଲିକଙ୍କୁ ହତ୍ୟା । ଚୋରକୁ ଅଟକାଇବାରୁ ଛୁରାମାଡ଼ ସହ ପିଟିପିଟି ଘର ମାଲିକଙ୍କୁ ହତ୍ୟା କଲେ । ଭୁବନେଶ୍ବର ଭରତପୁର ମସଜିଦ ବସ୍ତିରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ।

ସୂଚନା ଅନୁସାରେ ଗତକାଲି ରାତିରେ ୪ଜଣ ଚୋର ଚୋରି କରିବାକୁ ପଶିଥିଲେ । ବାଇକ ଚୋରି କରୁଥିବା ଦେଖି ଘର ମାଲିକ ଘର ମାଲିକ ଚିତ୍କାର କରିଥିଲେ । ଧରା ପଡ଼ିଯିବା ଭୟରେ ସେମାନେ ଘରମାଲିକଙ୍କୁ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ଖବର ପାଇ ଭରତପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.