ଆଜି ପୁଣି ବଳଙ୍ଗା ପୀଡ଼ିତାଙ୍କ ଦିଲ୍ଲୀ ଏମସରେ ୩ୟ ଅସ୍ତ୍ରୋପଚାର !

youtube

ବଳଙ୍ଗା : ଆଜି ବଳଙ୍ଗା ପୀଡ଼ିତାଙ୍କ ହୋଇପାରେ ୩ୟ ଅସ୍ତ୍ରୋପଚାର ।  ଦିଲ୍ଲୀ ଏମସରେ ନାବାଳିକା ପୀଡ଼ିତାଙ୍କ ଚିକିତ୍ସା ଜାରି ରହିଛି ।  ଯଦି ଆଜି ଅସ୍ତ୍ରୋପଚାର ହୁଏ ତେବେ ବୟାନ ରେକର୍ଡ କରିବା ପାଇଁ ଆଉ ଗୋଟିଏ ଦିନ ଅପେକ୍ଷା କରିବାକୁ ପଡ଼ିବ ।

ପୀଡ଼ିତାଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ ପାଇଁ ଗତକାଲି ଦିଲ୍ଲୀରେ ପହଞ୍ଚିଥିଲେ ବଳଙ୍ଗା ଥାନା ଅଧିକାରୀ ଦିବ୍ୟ ରଞ୍ଜନ ପଣ୍ଡା ଓ ପୁରୀ ପୋଲିସ ହେଡ଼ କ୍ଵାଟର ମହିଳା DSP କଳ୍ପନା କାହଂରି ।  ବୟାନ ରେକର୍ଡ ସମୟରେ ସମ୍ପୂର୍ଣ୍ଣ ଭିଡିଓ କରାଯିବ । ପୂର୍ବରୁ କ୍ରାଇମବ୍ରାଞ୍ଚ ଓ ବଳଙ୍ଗା ଥାନାର ମହିଳା ASI ବୟାନ ରେକର୍ଡ କରି ଫେରିଥିଲା ।

Leave A Reply

Your email address will not be published.