ଅଖିଳ ଭାରତୀୟ ଆୟୁର୍ବେଦିକ ସମ୍ମଲିନୀ ଗଞ୍ଜାମ ଶାଖା ପଦାଧିକାରୀ ଚୟନ

add-all

ବ୍ରହ୍ମପୁର : ଆଜି ସ୍ଥାନୀୟ ଭାବା ନଗର ସ୍ତିତ ଡିଭାଇନ ନର୍ସିଂହୋମ ସମ୍ମୀଳନୀ କକ୍ଷରେ ଅଖିଳ ଭାରତୀୟ ଆୟୁର୍ବେଦିକ ସମ୍ମିଳନୀ ଗଂଜାମ ଶାଖା ର ନୂତନ ପଦାଧିକାରୀ ଚୟନ କରାଗଲା | ସଭାପତି ରୂପେ ଡାକ୍ତର ଅତୁଲ୍ୟ କୁମାର ପଟ୍ଟନାୟକ, ସଧାରଣ ସମ୍ପାଦକ ଡ଼ା. କିରଣ କୁମାର ପାଣିଗ୍ରାହି, ଯୁଗ୍ମ ସମ୍ପାଦକ ଡ଼ା. ରବୀନ୍ଦ୍ର ନାଥ ଗନ୍ତାୟତ, କୋଷାଧ୍ୟକ୍ଷ ଭାବେ ଡ଼ା. ବିପିନ ବିହାରୀ ସାହୁ, ଅର୍‌ଗାନାଇଜିଂ ସେକ୍ରେଟାରୀ ଡ଼ା. ଶିଶିର କାନ୍ତ ମିଶ୍ର, ସାଂଗଠାନିକ ସଦସ୍ୟ ଭାବେ ଡ଼ା.ଗାନ୍ଧୀ ଚୌଧୁରୀ, ଡ଼ା. ହୃଷିକେଶ ପାଢ଼ୀ ମନୋନୀତ ହେଲେ, ଗଂଜାମ ଶାଖା ଉପଦେଷ୍ଟା ଭାବେ ବରିଷ୍ଠ ଆୟର୍ବେଦିକ ଡାକ୍ତର ପ୍ରାଣ ଚାନ୍ଦ ପଣ୍ଡା, ଡାକ୍ତର ଶରତ ଚନ୍ଦ୍ର ମହାପାତ୍ର ଡାକ୍ତର ରମେଶ ଚନ୍ଦ୍ର ଦାସ, ଡାକ୍ତର ରାମଚନ୍ଦ୍ର ରଥ, ଡାକ୍ତର ପ୍ରଦୀପ କୁମାର ପାତ୍ର, ମନୋନୀତ ହେଲେ।
ଉକ୍ତ ଚୟନ ପ୍ରକ୍ରିୟାରେ ରାଜ୍ୟ ସଭାପିତି ଧନେଶ୍ଵର ବଳିଆର ସିଂହ, ରାଜ୍ୟ ସମ୍ପାଦକ ଡ଼ା ଶରତ ଚନ୍ଦ୍ର ରାଉତ, କୋଷାଧ୍ୟକ୍ଷ ଡ଼ା ବ୍ରଜେନ୍ଦ୍ର ପାତ୍ର ଏଵଂ ରାଜ୍ୟ ସାଂଗଠାନିକ ସଦସ୍ୟ ପ୍ରଫେସର ଡ଼ା. ସତ୍ୟ ପଟ୍ଟନାୟକ ଚୟନ ପ୍ରକ୍ରିୟାକୁ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମ କୁ ରାଜ୍ୟ ଉପସଭାପତି ଡ଼ା. ରାମଚନ୍ଦ୍ର ରଥ ଅଧ୍ୟକ୍ଷତା କରିଥିଲେ। ପରିଶେଷରେ ଡ଼ା କିରଣ କୁମାର ପାଣିଗ୍ରାହି ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.