ଲାଞ୍ଚ ନେଇ ଗିରଫ ହେଲେ ବୁଣ୍ଡିଆ ମାଇନ୍ସର ସବ୍ ଏରିଆ ମ୍ୟାନେଜର

youtube

ସମ୍ବଲପୁର: 20 ହଜାର ଟଙ୍କା ଲାଞ୍ଚ ମାମଲାରେ ସିବିଆଇ MCL ର ଝାରସୁଗୁଡା ସ୍ଥିତ ହୀରାକୁଦ ବୁଣ୍ଡିଆ ମାଇନ୍ସ ର ସବ ଏରିଆ ମ୍ୟାନେଜର ଅସିତ୍ କୁମାର ଓ ଜଣେ ପ୍ରାଇଭେଟ୍ ପର୍ସନ ବିଟୁ ରାମକୁ ଗିରଫ କରିଛି । ଅଭିଯୋଗ କରୀଙ୍କ ଠାରୁ ଏକ ମାମଲାର ତଦନ୍ତ କୁ ରଫା ଦଫା କରିବାକୁ ଅସିତ୍ କୁମାର ବିଟୁ ରାମ ମାଧ୍ୟମରେ 30 ହଜାର ଦାବି କରିଥିଲେ ।  ପ୍ରଥମ କିସ୍ତିରେ 20 ହଜାର ଟଙ୍କା ନେଉଥିବା ବେଳେ ସିବିଆଇ ଯୋଜନା ମୁତାବକ ଟ୍ରାପ କରିଥିଲା ।  ଘଟଣା ସ୍ଥଳରୁ ଲାଞ୍ଚ ଟଙ୍କା ଜବତ କରିଥିଲା ସିବିଆଇ । 

Leave A Reply

Your email address will not be published.