ଗାଧୋଇବାକୁ ଯାଇ ନାବାଳକର ମୃତ୍ୟୁ

youtube

ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡା ଥାନା ଅନ୍ତର୍ଗତ ଥଳିବାଡ ଗ୍ରାମରେ ଆଜି ସକାଳେ ଘଟିଛି ଘଟଣା । ତିନି ସାଙ୍ଗଙ୍କ ସହ ଗାଁ ନିକଟ ପାହାଡ଼ ର ନାଳ ରେ ଗାଧୋଇବା ବେଳେ ଘଟିଛି ଅଘଟଣ| ଗୋଡ଼ ଖସି ବର୍ଷର ବାଳକ ମୃତ। ମୃତ ବାଳକ ଭୀମ ଶବର ଙ୍କ ପୁଅ ଶଙ୍କର ଶବର (୧୨) | ଖବର ପାଇ ଜରଡ଼ା ଥାନା ପୋଲିସ ପହଞ୍ଚି ଶବ କୁ ଜବତ କରି ବ୍ରହ୍ମପୁର ଏମକେସିଜି ମେଡିକାଲ କୁ ଶବ ବ୍ୟବଛେଦ ପାଇଁ ପଠାଇ କେଉଁ କାରଣ ରୁ ଏଭଳି ଘଟଣା ଘଟିଲା ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.