ପୋଲିସ କର୍ମଚାରୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ତାଲିମ

add-all

ମାଲକାନଗିରି : ମାଲାନଗିରି ଜିଲ୍ଲା ପୋଲିସ କର୍ମଚାରୀଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ତାଲିମ ପ୍ରଦାନ କରାଯାଇଛି। ଜିଲ୍ଲା ସଦରରେ ଏମଭି ୩ ଠାରେ ଥିବା ନୂତନ ରିଜର୍ଭ କାର୍ଯ୍ୟାଳୟ ପରିସରରେ ଏନେଇ ଏକ ସ୍ଵତନ୍ତ୍ର ତାଲିମ କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଓଡ୍ରାଫ ଓ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହି ଏହି ତାଲିମ ପ୍ରଦାନ କରିଥିଲେ। ଏହି ଅବସରରେ ପୋଲି କର୍ମଚାରୀ ମାନଙ୍କୁ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ପରିସ୍ଥିତିର ମୁକାବିଲା କରାଯିବ, ବିଭିନ୍ନ ବିପଦ ପୂର୍ଣ ସ୍ଥାନରେ ଫସି ରହିଥିବା ଲୋକଙ୍କୁ କିପରି ଉଦ୍ଧାର କରାଯିବ ସେନେଇ ତାଲିମ ଦିଆଯାଇଥିଲା।

ad-week
Leave A Reply

Your email address will not be published.