ଜଗନ୍ନାଥବଲ୍ଲଭ ବହୁତଳ ପାର୍କିଂରୁ ଖସିଲା ବୋଲେରୋ, ଡ୍ରାଇଭର ଅବସ୍ଥା ସଙ୍କଟାପନ୍ନ

youtube

ପୁରୀ : ଜଗନ୍ନାଥବଲ୍ଲଭ ବହୁତଳ ପାର୍କିଂରୁ ଖସିଲା ବୋଲେରୋ । ପୁରୀ ଜଗନ୍ନାଥବଲ୍ଲଭ ମଲ୍ଟି ଲେବଲ୍ ପାର୍କିଂରୁ ତଳକୁ ଖସି ପଡ଼ିଛି ବୋଲେରୋ । ଦୁର୍ଘଟଣାରେ ଗାଡ଼ି ଡ୍ରାଇଭର ଗୁରୁତର ହୋଇଛନ୍ତି । ଭାଗ୍ୟବଶତଃ ଗାଡ଼ିରେ କୌଣସି ଯାତ୍ରୀ ନଥିଲେ । ଉପରମହଲାରୁ ତଳକୁ ଖସି ପଡ଼ିଥିଲା ବୋଲେରୋ । ଆହତ ଡ୍ରାଇଭରଙ୍କୁ ପୁରୀ ସଦର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କିପରି ଗାଡ଼ିଟି ତଳକୁ ଖସି ପଡ଼ିଲା ଟାଉନ ଥାନା ପୋଲିସ ତଦନ୍ତ କରୁଛି ।

Leave A Reply

Your email address will not be published.