ଅଯୋଧ୍ୟା ଓ ବାରଣାସୀକୁ ତୀର୍ଥଯାତ୍ରା କରିବେ ବରିଷ୍ଠ ନାଗରିକ: ମେୟର

youtube

ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱର ଷ୍ଟେସନରୁ ଅଯୋଧ୍ୟା ଓ ବାରଣାସୀକୁ ତୀର୍ଥଯାତ୍ରାରେ ଯିବେ ବରିଷ୍ଠ ନାଗରିକ । ଓଡ଼ିଶାର ବିଭିନ୍ନ ସ୍ଥାନରୁ ୨୦୦ରୁ ଅଧିକ ବରିଷ୍ଠ ନାଗରିକ ଅଯୋଧ୍ୟା ଓ ବାରଣାସୀକୁ ତୀର୍ଥଯାତ୍ରାରେ ଯିବେ । ଏନେଇ ସୂଚନା ଦେଲେ ଭୁବନେଶ୍ୱର ମେୟର୍ ସୁଲୋଚନା ଦାସ ।

ମେୟର ଦାସ କହିଛନ୍ତି ଯେ, ରାଜଧାନୀ ଭୁବନେଶ୍ବରର ଭୀମ ଭୋଇ ଦୃଷ୍ଟିବାଧିତ ସ୍କୁଲ୍ ଓ କ୍ୟାପିଟାଲ୍ ହାଇସ୍କୁଲ୍‌ରେ ରହଣି ବ୍ୟବସ୍ଥା କରାଯାଇଛି । ସ୍କାଉଟ୍ ଗାଇଡ୍ କ୍ୟାମ୍ପସ୍‌ରେ ବରିଷ୍ଠ ନାଗରିକଙ୍କ ରହଣି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ବୋଲି ମେୟର କହିଛନ୍ତି ।

Leave A Reply

Your email address will not be published.