ଗଛରେ ପିଟିହେଲା ବାଇକ୍ , ଦୁଇ ମୃତ

youtube

ନରସିଂହପୁର  : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ୨ ମୃତ । କଟକ ଜିଲ୍ଲା ଜିଲିଣ୍ଡା ଥାନା ସରଧାପୁର ଠାରେ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍ । ଦୁଇ ଜଣଙ୍କ ମୃତ୍ୟୁ ଘଟିଚି । ମୃତକ ହେଲେ ସଞ୍ଜୟ ନାୟକ ଓ ମିଥୁନ ନାୟକ । ଘଟଣାସ୍ଥଳରେ ଜିଲିଣ୍ଡା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.