ରାଜ୍ୟରେ ସାର ସମସ୍ୟାର ସମାଧାନ ଦାବିରେ ବିଜେଡିର ଧାରଣା

youtube

ଭୁବନେଶ୍ବର: ରାଜଭବନ ଆଗରେ ବିଜେଡି କର୍ମୀ -ପୋଲିସ ଧସ୍ତାଧସ୍ତି । ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ । କର୍ମୀଙ୍କୁ ଭିତରକୁ ଛାଡ଼ୁନଥିବାରୁ ପୋଲିସ- ବିଜେଡି କର୍ମୀ ମୁହାଁମୁହିଁ । ରାଜ୍ଯରେ ସାର ଅଭାବ ନେଇ ରାଜଭବନ ସମ୍ମୁଖରେ ଦଳ ପକ୍ଷରୁ ଧାରଣା ଦିଆଯାଇଛି। ଏବେ ସାରର ଅଭାବ ଥିବାରୁ ହନ୍ତସନ୍ତ ହେଉଛନ୍ତି ଚାଷୀ । ରାଜ୍ୟରେ ସାରର ଅଭାବନ ନାହିଁ ବୋଲି ସରକାର କହୁଥିବାବେଳେ ଚାଷୀଙ୍କୁ କଣ ପାଇଁ ସାର ମିଳୁନି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ନେତା । ରାଜ୍ୟପାଳଙ୍କୁଭେଟି ଦାବିପତ୍ର ଦେବ ଦଳ । ରାଜଭବନ ଆଗରେ ଧାରଣାରେ ବସିଛନ୍ତି ବିଜେଡି ନେତା ।

Leave A Reply

Your email address will not be published.