୪ ହଜାର ୭ଶହ ୩୯ କୋଟିର ନିବେଶକୁ ଅନୁମୋଦନ, ସୃଷ୍ଟି ହେବ ୨୫ ହଜାର ୨ଶହ ଚାକିରି

youtube

ଭୁବନେଶ୍ୱର : ୪ ହଜାର ୭ଶହ ୩୯ କୋଟିର ନିବେଶକୁ ସିଙ୍ଗଲ୍ ଉଇଣ୍ଡୋ କ୍ଲିୟରାନ୍ସ ଅଥରିଟିର ଅନୁମୋଦନ ।  ଫଳରେ ସୃଷ୍ଟି ହେବ ୨୫ ହଜାର ୨ଶହ ଚାକିରି ।  ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଆୟୋଜିତ SLSWCAର ୧୪୦ତମ ବୈଠକରେ ୨୫ଟି ନୂଆ ନିବେଶ ପ୍ରସ୍ତାବକୁ ଅନୁମୋଦନ ।

ଖୋର୍ଦ୍ଧା, ଯାଜପୁର, କଟକ, ସମ୍ବଲପୁର, ଝାରସୁଗୁଡା, ଗଞ୍ଜାମ, ମୟୂରଭଞ୍ଜ, ଅନୁଗୁଳ ଓ ଗଜପତି ଜିଲ୍ଲାରେ ହେବ ପ୍ରକଳ୍ପ। ଟେକ୍ସଟାଇଲ, ଇସ୍ପାତ, କେମିକାଲ୍ସ ,ଆଇଟି ଆଦି ପ୍ରମୁଖ କ୍ଷେତ୍ରରେ ମଧ୍ୟ ନିବେଶ କରାଯିବ ।

Leave A Reply

Your email address will not be published.