ଆଲୋଚନା ହିଁ ସମାଧାନର ବାଟ: ପିତାମ୍ବର ଆଚାର୍ଯ୍ୟ

add-all

ଭୁବନେଶ୍ଵର: ମହାନଦୀ ଜଳ ବିବାଦକୁ ନେଇ ଭୁବନେଶ୍ଵରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ବୈଠକରେ ଗୁରୁତ୍ଵପୂର୍ଣ୍ଣ ପ୍ରତିକ୍ରିୟା ରଖିଛନ୍ତି ଏଜି ପିତାମ୍ବର ଆଚାର୍ଯ୍ୟ। ସେ କହିଛନ୍ତି ମହାନଦୀକୁ ନେଇ କୃତ୍ରିମ ବିବାଦ ସୃଷ୍ଟି କରାଯାଇଥିଲା। ଦାମୀ ଓକିଲ ପୋଷିବାକୁ ଯୋଜନା କରାଯାଇଥିଲା। ବିଜେପି ସରକାର ଆସିବା ପରେ ସମସ୍ୟାର ସମାଧାନ ପାଇଁ ପ୍ରାୟାସ ଆରମ୍ଭ କରିଛି। କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତା ସମାଧାନ ପାଇଁ ପ୍ରୟାସ କରାଯାଉଛି ଏବଂ ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଛି। ଏପରି ମାମଲା ଅଦାଲତ ଲଢ଼େଇରେ ସମାଧାନ ହୁଏନି। ଉଭୟ ପକ୍ଷ ଏକାଠି ବସି ଆପୋଷ ବୁଝାମଣାରେ ସମାଧାନ ହୁଏ । ଦେଶରେ ଏପରି ମାମଲା ଅନେକ ଅଛି। ଯାହା ଅଦାଲତ ଲଢ଼େଇରେ ଜିତି ହୁଏ ନାହିଁ ।

ad-week
Leave A Reply

Your email address will not be published.