ଜାପାନରେ ଭୂମିକମ୍ପ; ତୀବ୍ରତା ୬.୦

youtube

ଜାପାନ : ପାକିସ୍ତାନ ପରେ ଜାପାନରେ ଶକ୍ତିଶାଳୀ ଭୂକମ୍ପ ଘଟିଛି । ଯାହାର ତୀବ୍ରତା ୬.୦ । ଭୂକମ୍ପର କେନ୍ଦ୍ରସ୍ଥଳ ୫୦ କିଲୋମିଟର ଗଭୀରତାରେ ଥିବା ଜଣାପଡିଛି । ଗତକାଲି ରାତିରେ ଜାପାନର ହୋନସୁର ପୂର୍ବ ଉପକୂଳ ନିକଟରେ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଏହା ସହିତ ଭୂକମ୍ପର ଅକ୍ଷାଂଶ ୩୭.୫E ଏବଂ ଦ୍ରାଘିମା ୧୪୧.୫୨N ରହିଥିବା NSC ’X’ରେ ପୋଷ୍ଟ କରିଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ ।

Leave A Reply

Your email address will not be published.