ବ୍ୟାଡମିଣ୍ଟନ ତାରକା ଶ୍ବେତପର୍ଣ୍ଣା ପାଇବେ ଏକଲବ୍ୟ ପୁରସ୍କାର

youtube

 ଭୁବନେଶ୍ବର: ଶ୍ବେତପର୍ଣ୍ଣା ପଣ୍ଡା ପାଇବେ ଏକଲବ୍ୟ ପୁରସ୍କାର । ବ୍ୟାଡମିଣ୍ଟନ ତାରକା ଶ୍ବେତପର୍ଣ୍ଣାଙ୍କୁ ୭ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ । ୨୦୨୫ ପାଇଁ ଏହି ପୁରସ୍କାର ପାଇବେ ଏହି ଅନ୍ତର୍ଜାତୀୟ ଖେଳାଳି । ସେହିପରି ଭାରତ୍ତୋଳକ ପ୍ରୀତିସ୍ମିତା ଭୋଇ ଟେନିସ ଖେଳାଳି ଆହନ ଉପବିଜେତା ଘୋଷିତ ହୋଇଛନ୍ତି । ଉଭୟଙ୍କୁ ଦେଢ଼ ଲକ୍ଷ ଲେଖାଏଁ ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ । ଇମ୍ଫା ଦ୍ବାରା ପରିଚାଳିତ ଏକ ଚାରିଟେବଲ ଟ୍ରଷ୍ଟ ଦ୍ବାରା ଏହି ପୁରସ୍କାର ଘୋଷଣା କରାଯାଇଛି ।

Leave A Reply

Your email address will not be published.