ଇସ୍ରାଏଲୀ ବନ୍ଦୀଙ୍କୁ ଛାଡୁଛି ହମାସ

youtube

ହମାସ : ବନ୍ଦୀଙ୍କୁ ଛାଡୁଛି ହମାସ । ସାତ ଜଣ ଇସ୍ରାଏଲୀ ବନ୍ଦୀଙ୍କୁ ମୁକ୍ତ କରିଛି । ୭ ଜଣଙ୍କୁ ରେଡକ୍ରସକୁ ହସ୍ତାନ୍ତର କରିଥିଲା ହମାସ । ରେଡକ୍ରସ ବନ୍ଧକମାନଙ୍କୁ ଇସ୍ରାଏଲୀ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛି । ମୋଟ ୨୦ ଜଣ ଜୀବିତ ବନ୍ଧକଙ୍କ ମୁକ୍ତ କରିବ ହମାସ ।

ଆଜି ସକାଳେ ମୁକ୍ତି ପାଇଁ ଧାର୍ଯ୍ୟ ସମସ୍ତ ୨୦ ବନ୍ଧକଙ୍କ ନାଁ ପ୍ରକାଶ କରିଛି । ଅଧିକାଂଶ ମୁକ୍ତ ବନ୍ଧକ ହେଉଛନ୍ତି ସାଧାରଣ ନାଗରିକ । ମୁକ୍ତ ବନ୍ଧକମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଛି । ଗାଜା ପିସ୍ ଡିଲରେ ଏକ ଅଂଶ ହେଉଛି ବନ୍ଧକଙ୍କୁ ମୁକ୍ତ କରିବ । ଇସ୍ରାଏଲ ପ୍ରାୟ ୨ ହଜାର ପାଲେଷ୍ଟିନୀୟ ବନ୍ଦୀଙ୍କୁ ମୁକ୍ତ କରିବ ।

Leave A Reply

Your email address will not be published.