ଟ୍ରାଫିକ ନିୟମ ଉଲଂଘନ କଲେ ବାତିଲ ହେବ ଗାଡି ରେଜିଷ୍ଟ୍ରେସନ ଓ ଲାଇସେନ୍ସ

youtube

ଭୁବନେଶ୍ୱର : ଟ୍ରାଫିକ ନିୟମ ଉଲଂଘନ କରୁଥିଲେ ସାବଧାନ । ବାତିଲ ହେବ ଗାଡି ରେଜିଷ୍ଟ୍ରେସନ ଲାଇସେନ୍ସ ।  ବ୍ଲାକ୍ ଲିଷ୍ଟ ହୋଇପାରେ ଆପଣଙ୍କ ଗାଡ଼ି  । ଅଭ୍ୟାସ ଗତ ଟ୍ରାଫିକ ଉଲଂଘନ କାରୀଙ୍କ ଲିଷ୍ଟ ଦେଲା ପୋଲିସ । ୨୫୮ ଜଣ ଉଲଙ୍ଘନ କାରୀଙ୍କୁ ବ୍ଲାକ ଲିଷ୍ଟ ପାଇଁ STA କୁ ତଥ୍ୟ ଦେଇଛି କମିଶନରେଟ ପୋଲିସ। ଯେଉଁମାନେ ବାରମ୍ବାର ଗାଡିରେ ଟ୍ରାଫିକ ନିୟମ ଉଲଂଘନ କରିଛନ୍ତି ସେମାନଙ୍କ ଲାଇସେନ୍ସ ଓ ଫିଟନେସ ରଦ୍ଧ ପାଇଁ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି।

Leave A Reply

Your email address will not be published.