ସର୍ପାଘାତରେ ଅଜା-ନାତିଙ୍କ ମୃତ୍ୟୁ

youtube

ହିଞ୍ଜିଳିକାଟୁ : ସାପ କାମୁଡ଼ାରେ ଅଜା-ନାତି ମୃତ । ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା କରଡକଣା ପଞ୍ଚାୟତ ଶବରପଲ୍ଲୀ ଗାଁର ଦୁଃଖଦ ଘଟଣା । ମୃତକ ହେଲେ ଅଜା ପଞ୍ଚାନନ ନାୟକ ଓ ନାତି ୯ ବର୍ଷିୟ ରୋହନ ପାଇକ । ଗତକାଲି ରାତିରେ ଅଜା ନାତି ଶୋଇଥିବା ବେଳେ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ଉଭୟ ଗୁରୁତର ହୋଇଥିବା ବେଳେ ପ୍ରାଥମିକ ଚିକିତ୍ସା କରାଯାଥିଲା । ପରେ MKCG ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.