ମହିଳାଙ୍କୁ ଦୁଷ୍କର୍ମ: ଇନ୍ସପେକ୍ଟର ଗିରଫ

youtube

ଭୁବନେଶ୍ଵର : ଲଭ୍‌, ସେକ୍ସ, ଧୋକା ଅଭିଯୋଗରେ ପୁଲିସ୍‌ ସୁବେଦାର୍‌ ଗିରଫ। ସେ ଓଡିଶା ପୁଲିସର ରିଜର୍ଭ ଶାଖାରେ କାମ କରନ୍ତି। ଅଭିଯୋଗ ଆଣିଥିବା ମହିଳା ହେଉଛନ୍ତି ଇନ୍ସପେକ୍ଟର ରାଙ୍କ୍‌ର । ଉଭୟ ଅଭିଯୁକ୍ତ ଏବଂ ଅଭିଯୋଗକାରୀ ଗତ ୮ ବର୍ଷ ହେଲା ପ୍ରେମ ସମ୍ପର୍କରେ ଥିଲେ। କିନ୍ତୁ ଏବେ​‌ ଅଭିଯୁକ୍ତ ତଷୋବନ୍ତ ଆଚାର୍ଯ୍ୟ ଉକ୍ତ ମହିଳା ଇନ୍ସପେକ୍ଟରଙ୍କୁ ବିବାହ କରିନଥିବା ମହିଳା ଥାନାରେ ଅଭିଯୋଗ ହୋଇଥିଲା। ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଛି।

Leave A Reply

Your email address will not be published.