ନୂଆପଡ଼ାରେ କଂଗ୍ରେସର ରୋଡ୍ ସୋ

add-all

ନୂଆପଡ଼ା: ନୂଆପଡ଼ା ସହରରେ ଜାତୀୟ କଂଗ୍ରେସ ର ରୋଡ ସୋ।ଏହି ରୋଡ ସୋ ରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ନୂଆପଡ଼ା ପ୍ରାର୍ଥୀ ଘାସିରାମ ମାଝୀ ଅନ୍ୟ ଦଳୀୟ ନେତା ସହ ସହ କର୍ମୀ ଯୋଗ ଦେଇଥିଲେ।ଏହି ରୋଡ ସୋ ନୂଆପଡ଼ା ସହର ଉପକଣ୍ଠ ପାଣିଗ୍ରାହୀ ପେଟ୍ରୋଲ ପମ୍ପ  ନିକଟରୁ ବାହାରି ତେଲିପଡ଼ା  ପର୍ଯ୍ୟନ୍ତ ଯାଇଥିଲା।ଆଜି ନୂଆପଡ଼ା ସହର ରେ ସାପ୍ତାହିକ ହାଟ ଥିବାରୁ ଆଖ ପାଖ ଅଞ୍ଚଳ ର ଲୋକେ ନୂଆପଡ଼ା ରେ ଭିଡ କରିଥିଲେ।ଏହି ଭିଡ଼ ର ଲାଭ ନେଇଥିଲା ଜାତୀୟ କଂଗ୍ରେସ

ad-week
Leave A Reply

Your email address will not be published.