ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ପିଟି ପିଟି ହତ୍ୟା

add-all

ବାଂଲାଦେଶ: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା କରାଯାଇଛି। ଉତ୍ତ୍ୟକ୍ତ ଲୋକେ ଅମ୍ରିତ ମଣ୍ଡଳ ନାମକ ଜଣେ ୨୯ ବର୍ଷୀୟ ଯୁବକଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ରାଜବାଡ଼ି ଅନ୍ତର୍ଗତ ପଙ୍ଗସା ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ନିକଟରେ ଦୀପୁ ଚନ୍ଦ୍ର ଦାସ ନାମକ ଜଣେ ହିନ୍ଦୁ ଯୁବକଙ୍କୁ ବାଂଲାଦେଶରେ ହତ୍ୟା କରାଯାଇଥିଲା। ବାରମ୍ବାର ହିନ୍ଦୁଙ୍କୁ ଟାର୍ଗେଟ କରାଯାଉଥିବାରୁ ସେଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଚିନ୍ତାରେ ପଡ଼ିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ରାଜବାଡ଼ି ଜିଲାରେ ବୁଧବାର ବିଳମ୍ବିତ ରାତିରେ ପଙ୍ଗସା ଅଞ୍ଚଳରେ କିଛି ଗ୍ରାମବାସୀ ଅମ୍ରିତଙ୍କୁ ଉଠାଇ ନେଇଥିଲେ। ବଟି ଆଦାୟ ଅଭିଯୋଗରେ ସେମାନେ ଅମ୍ରିତଙ୍କୁ ପିଟି ପିଟି ହତ୍ୟା କରିଥିଲେ।

ad-week
Leave A Reply

Your email address will not be published.