ବରିଷ୍ଠ ବିଜେଡି ନେତା ହୃଷିକେଶ ପାଢ଼ୀଙ୍କ ଘରେ ଇଡି ରେଡ୍

newyr25

ବ୍ରହ୍ମପୁର: ବରିଷ୍ଠ ବିଜେଡି ନେତା ତଥା ଗଞ୍ଜାମ ଜିଲ୍ଲା ଉପସଭାପତି ହୃଷିକେଶ ପାଢ଼ୀଙ୍କ ଘରେ ଇଡି ଚଢ଼ାଉ। ବ୍ରହ୍ମପୁର ଅମ୍ବିକା ନଗର ବାସଭବନ ଓ ଶେରଗଡ଼ ଘରେ ଇଡି ଟିମ୍ ସକାଳୁ ଚଢ଼ାଉ ଜାରି ରଖିଛି।

ଞ୍ଜାମ ଜିଲ୍ଲାରେ ବାଲି ମାଫିଆଙ୍କ ଘରେ ଇଡି ରେଡ୍ । ଶେରଗଡ଼ ଅଞ୍ଚଳରେ ବାଲି ମାଫିଆ ତଥା ଠିକାଦାର ହୃଷୀକେଶ ପାଢ଼ୀଙ୍କ ଘର ଓ ଅଫିସରେ ଚଢ଼ାଉ । ପୈତୃକ ବାସଭବନରେ ମଧ୍ୟ ଚାଲିଛି ରେଡ୍ । ସେହିପରି ବ୍ରହ୍ମପୁର ଜୟପ୍ରକାଶ ନଗର ଓ ବ୍ରହ୍ମାନଗର ଅଞ୍ଚଳରେ ଚାଲିଛି ରେଡ୍ । ଏକକାଳୀନ ୨ଟି ସ୍ଥାନରେ ୩ ଜଣିଆ ଟିମର ଚଢାଉ ଜାରି ରହିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ହେଉଥିବା ସୂଚନା ମିଳିଛି ।

Leave A Reply

Your email address will not be published.