ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଯୌତୁକ ନିର୍ଯାତନା ଅଭିଯୋଗ

newyr25

ଭୁବନେଶ୍ୱର : ଝୁଲିପଡିଲେ ଆର୍କିଟେକ ଇଞ୍ଜିନିୟର । ଘର ଭିତରୁ ମିଳିଲା ମହିଳାଙ୍କ ଡେଡବଡି । ମୃତକ ହେଲେ ରୋଜାଲିନ ବେହେରା । ଭୁବନେଶ୍ବର ବଡ଼ଗଡ଼ ଥାନା ପାଣ୍ଡବ ନଗରରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ରୋଜାଲିନ ଏକ ପ୍ରାଇଭେଟ କମ୍ପାନୀରେ କାମ କରୁଥିଲେ । ଗତ ମାସକ ତଳେ ସେ ଏକ ଶିଶୁକୁ ଜନ୍ମ ଦେଇଥିଲେ । ତାଙ୍କ ବାହାଘରକୁ ମାତ୍ର ୧ ବର୍ଷ ଥିଲା । ତେବେ ଶାଶୁ ଘର ଲୋକ ତାଙ୍କୁ ଯୌତୁକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ବାପଘର ଲୋକ । ବରଗଡ଼ ଥାନା ପୋଲିସ ମୃତଦେହ ଜବତ କରି ପୋଷ୍ଟମୋର୍ଟମ ପାଇଁ କ୍ୟାପିଟାଲ ହସପିଟାଲ ପଠାଇଛି ।

Leave A Reply

Your email address will not be published.