ଛତିଆରେ ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ

newyr25

ଯାଜପୁର: ଯାଜପୁର ଜିଲ୍ଲା ଛତିଆର ପ୍ରସିଦ୍ଧ ରାଜଦୋଳ ମେଲଣ ମହୋତ୍ସବ ଅବସରରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ହସ୍ତଶିଳ୍ପ ପ୍ରଦର୍ଶନୀ । ରାଜ୍ୟ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ୫ଦିନ ବ୍ୟାପୀ ଚାଲିବ ଏହି ପ୍ରଦର୍ଶନୀ । ଚଳିତ ଥର ରାଜ୍ୟର ୩୦ଟି ଜିଲାରୁ ଶତାଧିକ କାରିଗର ଏଥିରେ ସାମିଲ ହୋଇଛନ୍ତି । ୮୦ଟି ଷ୍ଟଲରେ ଶୋଭା ପାଉଛି ରଙ୍ଗବେରଙ୍ଗର ହସ୍ତଶିଳ୍ପ ସାମଗ୍ରୀ ।

Leave A Reply

Your email address will not be published.