
ଭୁବନେଶ୍ବର: ତୋଷାଳୀ ଭବନରେ ଅଗ୍ନିକାଣ୍ଡ । ଭୁବନେଶ୍ବର ସତ୍ୟନଗର ସ୍ଥିତ ତୋଷାଳି ଭବନରେ ନିଆଁ ଲାଗିଛି । ଳୋକାୟୁକ୍ତଙ୍କ କାର୍ଯ୍ୟାଳୟ ରେକଡରୁମ ୩ରେ ନିଆଁ ଲାଗିଥିବା ସୂଚନା । ଘଟଣାୋସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ଅଗ୍ନିଶମ ବିଭାଗ । ସରକାରୀ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ପୋଡିଯାଇଥିବା ଆଶଙ୍କା ।
ସତ୍ୟନଗରରେ ଥିବା ଅଗ୍ନିକାଣ୍ଡ। ତୋଷାଳି ବିଲ୍ଡିଂରେ ଲାଗିଲା ନିଆଁ । ଲୋକାୟୁକ୍ତଙ୍କ କାର୍ଯାଳୟ ସାମ୍ନାରେ ଅଗ୍ନିକାଣ୍ଡ। ସରକାରୀ ଫାଇଲ୍ ପୋଡିଯିବା ଭୟରେ ସରକାରୀ କାର୍ଯ୍ୟାଳୟ ଲୋକ । ନିଆଁ କୁ ଲିଭାଇବା ପାଇଁ ପ୍ରୟାସ । ଅଗ୍ନିଶମ ଟିମ୍ ପହଞ୍ଚି ନିଆଁ କୁ ଆୟତ କରିଛି ।