ନୂଆପଡାରେ ହୀରା ଖଣି

add-all

ଭୁବନେଶ୍ଵର:ରାଜ୍ୟ ପାଇଁ ଏକ ଖୁସିର ଖବର। ବିକଶିତ ହେବାକୁ ଯାଉଛି ଓଡିଶା। ରାଜ୍ୟରେ ସନ୍ଧାନ ମିଳିଛି ଖଣିଜପଦାର୍ଥ। ରାଜ୍ୟରେ  ବିଭିନ୍ନ ସ୍ଥାନରେ ଖଣିଜପଦାର୍ଥ ଥିବା ଜଣାପଡିଛି। ବିଧାନସଭା ଗୃହରେ ଉତ୍ତର ରଖିଲେ ଖଣି ମନ୍ତ୍ରୀ ବିଭୂତି  ଭୂଷଣ ଜେନା କହିଛନ୍ତି।

ନୂଆପଡା କାଲମିଦାଦର ଠାରେ ହୀରାପଥର ଚିହ୍ନଟ ହୋଇଛି। ତାହା ସହ ଜୁନାଗଡ ବ୍ଲକ୍ ହୀଞ୍ଜିଳିବାହାଲ ଓ ଜିଲିଙ୍ଗିବାର ଠାରେ ମାଣିକ ଠାରେ ଆମେ ସନ୍ଧାନ ପାଇଛୁ ।  ଦେବଗଡ ଜିଲାରେ ତମ୍ବାବାହୀ ପଥର , ଗ୍ରାଫଇଟ, ନିକେଲ ସହ ସୁନା ଚିହ୍ନଟ । ମୟୂରଭଞ୍ଜ ଓ କେନ୍ଦୁଝର ମଧ୍ୟ ସୁନାପଥର ଥିବା ସନ୍ଧାନ ମିଳିଛି ବୋଲି ଖଣିମନ୍ତ୍ରୀ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.