ଇସ୍ତଫା ଦେଲେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା

add-all

ଭୁବନେଶ୍ୱର: ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା । ସରକାରଙ୍କୁ ଇସ୍ତଫା ନେବାକୁ ମାଗିଲେ ଅନୁମତି । ୨୦୧୩ ବ୍ୟାଚ ଆଇପିଏସ୍ ଅଫିସର ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର କୁ ନେଇ ବଢ଼ିଲା ଚର୍ଚ୍ଚା । ନିଜର ୧୩ବର୍ଷର କାର୍ଯ କାଳ ପରେ ଏଭଳି ଇସ୍ତଫା ପତ୍ର କୁ ନେଇ ଏବେ ଚର୍ଚ୍ଚା । ଗତ ୨୮ଫେବୃଆରୀ ୨୦୨୫ରେ ସେ ଭୁବନେଶ୍ୱରର ଡିସିପି ଭାବେ ଯୋଗଦେଇଥିଲେ । ଏନେଇ‌ ଏହାରି ଭିତରେ କଟକ ଡିସିପି, ଅନୁଗୁଳ ଏସପି ଓ ଗଞ୍ଜାମ ଏସପି ଭାବେ ମଧ୍ୟ ଦାୟିତ୍ବ ତୁଲାଇସାରିଛତି । ତେବେ ଇସ୍ତଫା ପତ୍ର ଏବେ ଗ୍ରହଣ ହୋଇନଥିବା ବେଳେ କିନ୍ତୁ ଇସ୍ତଫା ପାଇଁ ଦେଇଥିବା ସେ ସ୍ବୀକାର କରିଛନ୍ତି । କିନ୍ତୁ ଏହାର‌ କାରଣ କିଛି କହିନାହାନ୍ତି ଏହା  ବ୍ୟକ୍ତିଗତ ।

ad-week
Leave A Reply

Your email address will not be published.