ବିଜେପିରେ ଯୋଗ ଦେଲେ ପ୍ରଖ୍ୟାତ କୁସ୍ତିଯୋଦ୍ଧା ‘ଦି ଗ୍ରେଟ୍ ଖାଲି’: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକୁ କଲେ ପ୍ରଶଂସା…

add-all

ନୂଆଦିଲ୍ଲୀ: ବିଶ୍ୱ ରେସଲିଂ ଏଣ୍ଟରଟେନମେଣ୍ଟ (WWE) ରୁ ପ୍ରସିଦ୍ଧ ହୋଇଥିବା ‘ଦି ଗ୍ରେଟ୍ ଖାଲି’ ଦିଲୀପ ସିଂ ରାଣା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ସେ ରାଜଧାନୀ ଦିଲ୍ଲୀର ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ଏହି ସମୟରେ ଖଲି କହିଛନ୍ତି ଯେ, ବିଜେପିର ରାଷ୍ଟ୍ରୀୟ ନୀତିରେ ପ୍ରଭାବିତ ହୋଇ ସେ ଦଳରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି।

ad-week
Leave A Reply

Your email address will not be published.