କମିଶନରେଟ ପୋଲିସର ବଡ଼ ଆକ୍ସନ, ହତ୍ୟା ଅଭିଯୁକ୍ତ ଘରେ ଚଢିଲା ବୁଲଡୋଜର

Independence

ଭୁବନେଶ୍ବର : ଆକ୍ସନ ମୁଡ଼ରେ କମିଶନରେଟ ପୋଲିସ ।  ଅପରାଧି ଘରେ ଚଢିଲା ବୁଲଡୋଜର ।  ଭୁବନେଶ୍ବର ଲିଙ୍ଗରାଜ ଥାନା ଗାୟତ୍ରୀ ବସ୍ତିରେ ପୋଲିସର ଜବରଦଖଲ ଉଛେଦ ଜାରି ।  ଜିତୁ କାଣ୍ଡି ହତ୍ୟା ମାମଲାରେ ଯେଉଁଠି ହତ୍ୟା କରାଯାଇଥିଲା ।  ଏପରିକି ହତ୍ୟାରେ ସାମିଲ ଥିବା ଶୁଭମ ଦାସ ଓ ବାବୁନା ବେହେରା ଘରକୁ ବୁଲଡୋଜରରେ ଘରକୁ ବାନ୍ଧିଛି ।  ଘର ଭାଙ୍ଗିବା ବେଳେ ଗଞ୍ଜେଇ ଗଛ ନଷ୍ଟ ମଧ୍ୟ କରିଛି ।  ବସ୍ତିରେ ରହି ଏଭଳି ଅପରାଧରେ ସାମିଲ ହୋଇ ସରକାରି ଜାଗାରେ ତ୍ରାହି ନାହିଁ । ସେଥିପାଇଁ ସରକାରି ଜାଗା ଉପରେ ଘର କରି ରହିଥିବା ଅପରାଧିଙ୍କ ଘରେ ପୁର୍ବରୁ ନୋଟିସ ଲଗାଇ ପରେ ସେମାନଙ୍କ ଘରକୁ ଭାଙ୍ଗି ଉଛେଦ କରିଛି ପୋଲିସ ।

ad-week
Leave A Reply

Your email address will not be published.