ଗୋଟିଏ ଦିନରେ ୬ ନେତାଙ୍କୁ ଦଳରୁ ନିଲମ୍ବନ କଲା ବିଜେଡି

add-all

ଭୁବନେଶ୍ବର: ଗୋଟିଏ ଦିନରେ ୬ ଜଣ ନେତାଙ୍କୁ ଦଳରୁ ନିଲମ୍ବନ କଲା ବିଜେଡି। ଆଜି ଯେଉଁ ନେତାମାନେ ନିଲମ୍ବିତ ହୋଇଛନ୍ତି, ସେମାନେ ହେଲେ, ଭୁବନେଶ୍ବର ସାଂଗଠନିକ ଜିଲ୍ଲାର ସଂପାଦକ ସ୍ବାକ୍ଷର ରଂଜନ ମହାନ୍ତି, ରଶ୍ମିରଂଜନ ଜେନା, ଅଶୋକ ରାଜ, ମହିଳା ଶାଖା ଉପସଭାପତି ଝରଣା ମଲ୍ଲିକ, ସଂପାଦିକା ବୀଣାପାଣି ଦାସ ଓ କାର୍ଯ୍ୟକାରିଣୀ ସଦସ୍ୟା ଜୟନ୍ତୀ ବେହେରା ।

ad-week
Leave A Reply

Your email address will not be published.