ଭାରତ ବନ୍ଦ ଆଂଶିକ ସଫଳ…

add-all

ରଙ୍ଗେଈଲୁଣ୍ଡା : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ଓ ଶିଳ୍ପ ବିରୋଧୀ ନୀତି, ଦରଦାମ ବୃଦ୍ଧି, ଛଟେଇ,ନିଯୁକ୍ତି ସଂକୋଚନ, ଜାତୀୟ ଉଦ୍ୟୋଗ ଗୁଡ଼ିକର ବିକ୍ରି ବିରୁଦ୍ଧରେ ଦୁଇ ଦିନିଆ ଭାରତ ବନ୍ଦ ପରିପ୍ରେକ୍ଷୀରେ ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଡାକରାରେ ଗଞ୍ଜାମଜିଲ୍ଲା ଭାରତ ବ୍ୟାପି କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ୍ ତରଫରୁ ଅଙ୍ଗନବାଡ଼ି କର୍ମୀ ଓ ସହାୟକଙ୍କ ସରକାରୀ ମାନ୍ୟତା ଓ ଦରମା ବୃଦ୍ଧି ନିମନ୍ତେ ରଙ୍ଗେଇଲୁଣ୍ଡାବ୍ଳକ କେନ୍ଦ୍ରୀୟ ଟ୍ରେଡ୍ ୟିନିୟ ସଂଘର ସଭାନେତ୍ରୀ ନମିତା କୁମାରୀ ଶତାଧିକ ଅଙ୍ଗନବାଡ଼ି କର୍ମୀ ଓ ସହାୟକଙ୍କ ରଙ୍ଗେଇଲୁଣ୍ଡା ବ୍ଳକ୍ ସମ୍ମୁଖରେ 16ନମ୍ବର ଜାତୀୟ ରାଜପଥ ଅବରୋଧ କରି ଚେତାବନୀ ଦେଇଛନ୍ତି ଯେ ପର୍ଯ୍ୟନ୍ତ ଆମର ଦାବି ପୁରଣ ନ ହୁଏ ତାହା ହେଲେ ଆଗାମୀ ଦିନରେ ତିବ୍ର ଆନ୍ଦୋଳନ କରିବୁ ଚେତାବନୀ ଦେଇଛନ୍ତି

ad-week
Leave A Reply

Your email address will not be published.