ଏସଟିଏଫ୍ ପଞ୍ଝାରେ ବାଘଛାଲ ବ୍ୟବସାୟୀ, ବାଘଛାଲ ଜବତ

add-all

ଭୁବନେଶ୍ଵର, ୧୦/୦୪ : ଏସଟିଏଫ୍ ପଞ୍ଝାରେ ବାଘଛାଲ ବ୍ୟବସାୟୀ। କନ୍ଧମାଳ ଦାରିଙ୍ଗବାଡ଼ି ଦବେରି ଗାଆଁ ନିକଟରୁ ବାଘ ଛାଲ ଜବତ କଲା ଇଷ୍ଟିଏଫ ଟିମ୍ । ଏହା ସହ ଜଣେ ବାଘଛାଲ ବେପାରୀ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲେ ଦାରିଙ୍ଗବାଡ଼ି ପାଙ୍ଗାଲି ଗ୍ରାମର ବିପିନ ନାଏକ। ବାହାର ରାଜ୍ୟରେ ବାଘଛାଲ ବିକ୍ରି କରିବାକୁ ଯୋଜନା କରୁଥିବା ବେଳେ ପୋଲିସ ଚଢାଉ କରିଛି।

ତେବେ ଗତ ମାର୍ଚ୍ଚ ମାସ ସୁଦ୍ଧା ଏସଟିଏଫ୍ ୨୭ଟି କଲରାପତରିଆ ବାଘ ଛାଲ ଜବତ କରିଛି।

ad-week
Leave A Reply

Your email address will not be published.