ସ୍ୱାଭିମାନ ଅଞ୍ଚଳର ସ୍କୁଲ ଓ ଅଙ୍ଗନବାଡ଼ିକୁ ଯାଇ ପାଠ ପଢାଇବା ସହ ସ୍ଥିତି ପରଖିଲେ ଜିଲ୍ଲାପାଳ

add-all

ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳ ଭିସାଲ ସିଂ ସ୍ୱାଭିମାନ ଅଞ୍ଚଳ ର ଯନ୍ତାପାଇ,ଟୋଟାଗୁଡା,ବିଦରପକନା ଓ ହନ୍ତାଳଗୁଡା କୁ ଯାଇ ସମସ୍ତ ଅଙ୍ଗନବାଡ଼ି ଓ ସ୍କୁଲ ମାନଙ୍କ ରୁପ ରେଖ କୁ ପରଖିଥିଲେ । ପିଲାମାନଙ୍କୁ ଦିଆଯାଉଥିବା ଖାଦ୍ୟ ଓ କିଭଳି ଖାଇବାକୁ ଦିଆଯାଉଛି ତାହା ବାବଦରେ ପିଲାଙ୍କୁ ପ୍ରଶ୍ନ ପଚାରିଥିଲେ ଅଙ୍ଗନବାଡ଼ି ରେ ପିଲାମାନଙ୍କୁ କିଭଳି ପଢ଼ାଯାଉଛି ସେ ସବୁ ଦେଖିଥିଲେ।କିଛି ସ୍ଥାନ ରେ ନିଜେ ପାଠ ମଧ୍ୟ ପଢ଼ାଇଥିଲ ଜିଲ୍ଲାପାଳ।ଜିଲ୍ଲାପାଳ ଙ୍କ ଏଭଳି ପଦକ୍ଷେପକୁ ଦେଖି ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଥିବା ଦେଖାଯାଇଛି।

ad-week
Leave A Reply

Your email address will not be published.