ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ସରକାର ନିୟମ ଉଲ୍ଲଂଘନ କରିଛନ୍ତି – ନରସିଂହ ମିଶ୍ର

add-all

ଭୁବନେଶ୍ବର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ନେଇ ବରିଷ୍ଠ କଂଗ୍ରେସ ନେତା ମୁହଁ ଖୋଲିଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ଯେ, ରାଜ୍ୟ ସରକାର ନିୟମ ଉଲ୍ଲଂଘନ କରିଛନ୍ତି। ଏଏସ୍ଆ‌ଇ ସ୍ୱୀକାର କରୁଛି ଯେ ସେ ନିର୍ମାଣକୁ ଅନୁମତି ଦେଇନି। ହାଇକୋର୍ଟ ପ୍ରକଳ୍ପ କାମକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେବା ଉଚିତ। ଗୃହ କମିଟି ଗଠନ ହୋଇଥିଲେ ବି କମିଟି ଏଯାଏ ପ୍ରକଳ୍ପ ବୁଲିି ଦେଖିନି।

ad-week
Leave A Reply

Your email address will not be published.