ବଦଳିଲେ ମାହାଙ୍ଗା ଥାନା ଅଧିକାରୀ ନିହାର ମହାନ୍ତି

add-all

କଟକ: ମାହାଙ୍ଗା ଥାନା ଅଧିକାରୀ ନିହାର ରଞ୍ଜନ ମହାନ୍ତିଙ୍କୁ କଟକ ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ମାହାଙ୍ଗା ଥାନା ଅଧିକାରୀ ଦାୟିତ୍ୱ ଭଦ୍ରେଶ୍ୱର ଫାଣ୍ଡି ଅଧିକାରୀ ତପନ ନାୟକଙ୍କୁ ଦିଆଯାଇଛି। ଉଲ୍ଲେଖନୀୟଯେ, ତାଙ୍କ ପତ୍ନୀ ନିନା ବେଉରା ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଗିରଫ ହୋଇଥିଲେ। ଫଳରେ ଏଥିରେ ଛନ୍ଦି ହୋଇ ପଡ଼ିଥିଲେ ନିହାର ମହାନ୍ତି।

ad-week
Leave A Reply

Your email address will not be published.