କେନ୍ଦ୍ର ସରକାରଙ୍କ ଲାଗି ଓଡ଼ିଶାରେ ଗହମର ଅଭାବ ଅଛି, ଏହା ଦୁଃଖଦାୟକ ଘଟଣା: ଯୋଗାଣ ମନ୍ତ୍ରୀ

add-all

ଭୁବନେଶ୍ବର: ଓଡ଼ିଶାରେ ଗହମର ଅଭାବ ପରିଲକ୍ଷିତ ହୋଇଛି। ଓଡିଶାକୁ କମିଛି ଗହମ ଯୋଗାଣ। ଏଥିପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତିକୁ ଦାୟୀ କରିଛନ୍ତି ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। କେନ୍ଦ୍ର ସରକାର ଫୁଡ଼ ସବସିଡ଼ିକୁ ବଜେଟରେ କମାଇ ଦେଇଛନ୍ତି। ଅନୁରୂପ ଭାବେ ପ୍ରୋକ୍ୟୁଅରମେଣ୍ଟ ସବସିଡ଼ିକୁ ମଧ୍ୟ କେନ୍ଦ୍ର ସରକାର କମାଇ ଦେଇଛନ୍ତି।

ad-week
Leave A Reply

Your email address will not be published.