ସଟସର୍କିଟ ଯୋଗୁ ଘର ଓ ଦୋକାନ ସମ୍ପୂର୍ଣ ନଷ୍ଟ । ସରକାରୀ ସହାୟତା ଦାବି…

add-all
ମାଲକାନଗିରି ଜିଲ୍ଲା ପ୍ରତିନିଧି // ନିସର୍ତ୍ତ

ମାଲକାନଗିରି : କାଲିମେଳା ବ୍ଲକ ଅନ୍ତର୍ଗତ ଲୁଗେଲ ପଂଚାୟତ ଅଧୀନରେ ଥିବା MPV 53ଗ୍ରାମରେ ଅଘଟଣ ସଟ ସର୍କିଟ ଯୋଗୁ ଆନନ୍ଦ ମଣ୍ଡଳଙ୍କ ଘର ସହ ଦୋକାନ ସମ୍ପୂର୍ଣ ଜଳିପଡି ପାଉଁଶ ହୋଇଯାଇଛି, ପାଖା ପାଖି ଏହାର ଆନୁମାନିକ ମୂଲ୍ୟ 3,ଲକ୍ଷରୁ ଅଧିକ ହେବ ବୋଲି ଜଣାଯାଉଛି,ଆନନ୍ଦ ମଣ୍ଡଳଙ୍କ ସ୍ତ୍ରୀ ଓ ତିନି ଝିଅ ଗୋଟିଏ ପୁଅ ଥିବାବେଳେ ବହୁ କଷ୍ଟରେ ରେ ଘର ଓ ଦୋକାନ ଟିଏ କରି ଥିଲେ,କିନ୍ତୁ ସେ ସବୁ ଜଳିପଡି ପାଉଁଶ ହୋଇଗଲା, ଏବେ ସେ ପାଞ୍ଚ ପାଞ୍ଚ ଜଣ ପ୍ରାଣୀ କେମିତି ବଞ୍ଚିବେ ତାହାହିଁ ପ୍ରଶ୍ନ,କିନ୍ତୁ ଯଦି ସରକାର କିଛି ସାହାଯ୍ୟ କରନ୍ତେ ତାହାହେଲେ ଏହି ଆନନ୍ଦ ମଣ୍ଡଳଙ୍କ ପରିବାର ଉପକୃତ ହୋଇ ପାରନ୍ତେ ।

ad-week
Leave A Reply

Your email address will not be published.