କଟକରେ ମହିଳାଙ୍କୁ ଗଳା କାଟି ହତ୍ୟା

youtube

କଟକରେ ମହିଳାଙ୍କୁ ଗଳା କାଟି ହତ୍ୟା। ଲାଲ ବାଗ ଥାନା ଅଂଚଳର କୁତାଖାଇଗଳିର ଏହି ଘଟଣା। ଘରେ କେହି ନ ଥିବା ବେଳେ ଘରେ ପଶି ହତ୍ୟା କରିଥିବା ଜଣାଯାଇଛି। ବେକକୁ କୌଣସି ଧାରୁଆ ଅସ୍ତ୍ରରେ କାଟି ଦିଆଯାଇଥିବା ଜଣା ପଡିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ଅଂଚଳରେ ଏବେ ଶୋକାକୁଳ ପରିବେଶ ସ୍‌ଷ୍ଟି ହୋଇଛି ।

Leave A Reply

Your email address will not be published.