ବିଦ୍ୟୁତ୍‌ ସଟସର୍କିଟ ଯୋଗୁଁ ଘରପୋଡ଼ି

add-all

ଦାରିଙ୍ଗବାଡ଼ି,(୧୯/୭) : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ଗ୍ରୀନବାଡ଼ି ଗ୍ରାମର କୁନାଲ ସେନ ନାୟକଙ୍କ ଘର ବିଦ୍ୟୁତ ସଟସର୍କିଟ ଯୋଗୁଁ ପୋଡ଼ି ଯାଇଛି । ସୂଚନା ଅନୁଯାୟୀ ଘରେ କେହି ନଥିବା ସମୟରେ ଆଜି ଅପରାହ୍ନ ପାଖାପାଖି ୪ ଘଣ୍ଟା ସମୟରେ କୁନାଲ ସେନ ନାୟକଙ୍କ ଘରେ ଧୂଆଁ ଉଠୁଥିବାର ଦେଖି ପଡ଼ୋଶୀ ତଥା ଆଖପାଖ ଘରର ଲୋକ ମାନେ ତୁରନ୍ତ ଅଗ୍ନିଶମ ବିଭାଗ କୁ ଜଣାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ କରିଥିଲେ। ହେଲେ ଘରର ଆସବା ପତ୍ର ଟଙ୍କା ଓ ମୂଲ୍ୟବାନ ଜିନିଷ ପୋଡ଼ି ଯାଇଥିବା ଜଣାପଡ଼ିଛି।

ad-week
Leave A Reply

Your email address will not be published.