ବିଷଧର ସାପ କାମୁଡ଼ାରେ ଶିକ୍ଷକ ଗୁରୁତର…

add-all

ଚିତ୍ରକୋଣ୍ଡା: ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ରାଲେଗଡା଼ ପଞ୍ଚାୟତ ଅନ୍ତର୍ଭୁକ୍ତ ନୂଆ ଟେକପଦର ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ଅଜିତ କୁମାର ମାଝି ,ସ୍କୁଲ ରୋଷେଇ ଘର କବାଟ ବନ୍ଦ କରୁଥିବା ସମୟ ରେ ଏକ ଚିତି ସାପ କାମୁଡି ଦେବାରୁ ଉକ୍ତ ଗ୍ରାମର ଗ୍ରାମବାସି ସଙ୍ଗେ ସଙ୍ଗେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ଆଣିଛନ୍ତି ଉକ୍ତ ମେଡିକାଲ ରେ ସେ ଚିକିତ୍ସାଧୀନ ଅଛନ୍ତି l ତିନି ଦିନ ମେଡିକାଲ ରେ ରହି ଚିକିତ୍ସାଧୀନ ହୋଇ ରହିବେ ବୋଲି ସୂଚନା ମିଳିଛି , ସେ ଏବେ ଠିକ ଥିବା ଜଣା ପଡିଛି ତିନି ଦିନ ପରେ ସମ୍ପୂର୍ଣ ସୁସ୍ଥ ହେଇଯିବେ ବୋଲି ଜଣାପଡିଛି l ଠିକ ସମୟ ରେ ନୂଆ ଟେକପଦର ଗ୍ରାମବାସୀ ଶିକ୍ଷକ ଙ୍କୁ ମେଡିକାଲ ଆଣିଥିବାରୁ ଚିତ୍ରକୋଣ୍ଡା ଶିକ୍ଷକ ସମୂହ ତରଫରୁ ଗ୍ରାମବାସୀ ଙ୍କୁ ଅଶେଷ ଧନ୍ୟବାଦ ଜଣାଇଛନ୍ତି l

ad-week
Leave A Reply

Your email address will not be published.