ଚିତ୍ରକୋଣ୍ଡା ଶୈବ ପୀଠରେ କାଉଡ଼ିଆ ଙ୍କ ଭିଡ଼…

add-all

ଚିତ୍ରକୋଣ୍ଡା : ଶ୍ରାବଣ ଧର୍ମ ମାସ ଆଗମନେ ପରେ ମାନସିକ ଧାରି ବୋଲ ବମ ଭକ୍ତ ମାନେ ଚଳ ଚଞ୍ଚଳ ହୋଇ ଏକ ରଙ୍ଗର ଆକର୍ଷଣୀୟ ବେଶ ରେ ସଜିତ ହୋଇ ଓଦା ବସ୍ତ୍ର ରେ ମାନସିକ ପୂର୍ଣ୍ଣ ପାଇଁ ବିଭିର୍ଣ୍ଣ ଶୈବ ପୀଠକୁ ବହୁ ପଥ ଖାଲି ପାଦରେ ଚାଲି ଚାଲି ମନ୍ଦିରରେ ନେଇ ପାଣି ଢାଳିଥାନ୍ତି ଆଜି ସକାଳୁ ସକାଳୁ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବ ଏବଂ ପଣଷପୁଟ ଅଞ୍ଚଳର ଶତାଧିକ କାଉଡ଼ିଆ ଗୁରୁପ୍ରିୟା ସେତୁ ଠାରୁ ଜଳ ଉଠାଇ ୧୮

କିଲୋମିଟର ବୋଲ ବମ ଭକ୍ତ ମାନେ ନିଷ୍ଠାର ସହ ଚାଲି ଚାଲି ଚିତ୍ରକୋଣ୍ଡା ସ୍ଥିତ ନୀଳକଣ୍ଠେଶ୍ଵର ଶିବ ମନ୍ଦିରରେ ଜଳ ଆଣି ଢାଳିଥିଲେ l ସେଇଭଳି ସ୍ଥାନୀୟ ଚିତ୍ରକୋଣ୍ଡା ବୋଲ ବମ ଭକ୍ତ ମାନେ ସିଲେରୁ ନଦୀର ଆରଙ୍ଗୀ ଘାଟ ଏବଂ ଦୁର୍ଗା ମନ୍ଦିର ନଦୀ ତଟ ଠାରୁ ଜଳ ଉଠାଇ ଚିତ୍ରକୋଣ୍ଡା ଆଖଣ୍ଡଳମଣି ଓ ନୀଳକଣ୍ଠେଶ୍ଵର ଶିବ ମନ୍ଦିରରେ ଜଳ ଢାଳିଥିଲେ l

ad-week
Leave A Reply

Your email address will not be published.