ଯୁବ ବିଜେଡ଼ି ନେତାଙ୍କ ବିୟୋଗ : ଅଞ୍ଚଳରେ ଶୋକର ଛାୟା…

add-all


ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରାଞ୍ଚଳ ଯୁବ ଵିଜେଡି ସାଧାରଣ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ଗୌଡଙ୍କ ୩୮ ବର୍ଷ ବୟସରେ ଵୁଧବାର ଚିକିତ୍ସାଧୀନ ଅବସ୍ଥାର ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି । ତାଙ୍କର ପରଲୋକରେ ହିଞ୍ଜିଳିକାଟୁ ବିଜେଡି ଓ ଯୁବ ମହଲରେ ଶୋକର ଛାୟା ଖେଳିଯାଇଛି । ଗୌଡଙ୍କ ବିୟୋଗରେ ହିଞ୍ଜିଳିକାଟୁ ପୌରାଞ୍ଚଳ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ, ବିଜେଡ଼ି ନଗର ସଭାପତି ଭୀମସେନ ବେହେରା, ଯୁବ ବିଜେଡ଼ି ସଭାପତି ସଞ୍ଜୟ ପଣ୍ଡା, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା,ଜିଲା ଯୁବ ବିଜେଡ଼ି ସାଧାରଣ ସମ୍ପାଦକ ପ୍ୟାରୀମୋହନ ପାଢି, ଓ୍ବାର୍ଡ ସଭ୍ୟ ବିଭୁପ୍ରସାଦ ପଣ୍ଡା, ବରିଷ୍ଠ ନେତା ଦେବାନନ୍ଦ ମହାପାତ୍ର ପ୍ରମୁଖ ଙ୍କ ସହ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଓ ଯୁବ ଗୋଷ୍ଠୀ ଶୋକ ପ୍ରକାଶ କରିଛନ୍ତି।

ad-week
Leave A Reply

Your email address will not be published.