ଧର୍ମପରାୟଣା ମହିଳାଙ୍କ ପରଲୋକ

add-all

ହିଞ୍ଜିଳିକାଟୁ ୨୯।୭ : ହିଞ୍ଜିଳିକାଟୁ ଥାନାତୋଟା ସାହି ୫ମ ଲାଇନ ବାସିନ୍ଦା ପ୍ରମୋଦ କୁମାର ଗନ୍ତାୟତ ଙ୍କ ଧର୍ମ ପତ୍ନୀ ସୈଳବାଳା ଗନ୍ତାୟତ ଙ୍କ ଭୁବନେଶ୍ୱର ଏକ ଘରୋଇ ଡାକ୍ତରଖାନା ରେସୋମବାର ସକାଳେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା। ଶ୍ରୀମତୀ ଗନ୍ତାୟତ ଙ୍କ ମୃତ ଶରୀର ଭୁବନେଶ୍ବର ରୁ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ସ୍ମଶାନ ରେ ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା । ମହିଳା ଜଣକଧର୍ମପାରାୟଣା ,ମେଳାପୀ,ମିଷ୍ଠାଭାସି,ଧାର୍ମିକା ସ୍ନେହୀ ଥିଲେ । ଅନ୍ତିମ ସମୟରେ ସ୍ୱାମୀ, ପୁଅ, ନାତୁଣୀ ସମସ୍ତେ ଉପସ୍ଥିତ ଥିଲେ। ସେ ଜଣେ ଶାନ୍ତପ୍ରିୟ, ଧର୍ମପରାୟଣା ମହିଳା ଭାବେ ଅଞ୍ଚଳରେ ଜଣାଶୁଣା ଥିଲେ । ଏହି ଖବର ଜଣାପଡ଼ିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା । ଗାଁ ଲୋକ ଓ ବନ୍ଧୁବାନ୍ଧବ ଶେଷ ଦର୍ଶନ ପାଇଁ ଆସି ଶୋକସନ୍ତପ୍ତ ପରିବାରକୁ ଆଶ୍ବାସନା ଦେଇଛନ୍ତି।

ad-week
Leave A Reply

Your email address will not be published.