କଜାକିସ୍ତାନ ଦେଶରୁ ଭଳିବଲ ଖେଳି ଫେରିଥିବା ଯୁବଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ ବଣେଇ ଡ୍ରାଇଭର ମହାସଂଘ…

add-all


ରାଉରକେଲା,: (ବସନ୍ତ କୁମାର ଜେନା):ବଣାଇଁଗଡ ବସଷ୍ଟାଣ୍ଡ ପରିସରରେ ଠାରେ ଆଜି ଓଡିଶା ଡ୍ରାଇଭର ମହାସଂଘ ତଥା ବଣାଇଁ ଡ୍ରାଇଭର ମହାସଂଘ ସମସ୍ତ ସଦସ୍ୟ ଉପସ୍ଥିତ ରହି ନୁରସୁଲତାନ କଜାକିସ୍ତାନ ଦେଶରୁ ଭଳିବଲ ଖେଳି ଗୌରବ ଅର୍ଜନ ଆଣି ଥିବାରୁ ଯୁବଛାତ୍ରୀଙ୍କୁ ସ୍ୱାଗତ

ସମ୍ବର୍ଦ୍ଧନା ଜଣାଇଛନ୍ତି ।ଏହି ଯୁବଛାତ୍ରୀ ସେହ୍ନମୟୀ କିସାନଙ୍କର ଘର ବଣାଇଁ ବ୍ଲକ ଅନ୍ତର୍ଗତ ସରସରା ବଲାଙ୍ଗ ପଞ୍ଚାୟତ ଅଧିନସ୍ଥ ଥିବା ବେଳେ ସେ ଭଳିବଲ ଖେଳିବା ପାଇଁ ଭାରତରୁ ନୁରସୁଲତାନର କାଜାକିସ୍ତାନରେ ଭଲ ଭଳିବଲ ରେ ଖେଳି ପ୍ରଦର୍ଶନ କରିଥିବାରୁ ଆଜି ତାଙ୍କୁ ପୁଷ୍ପଗୁଚ୍ଛ ଓ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ଓଡିଶା ଡ୍ରାଇଭର ମହାସଂଘ ତଥା ବଣାଇଁ ଡ୍ରାଇଭର ମହାସଂଘ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ଥିବାବେଳେ ବଣାଇଁ ବ୍ଲକ ସମ୍ପାଦକ ଆକାଶ କୁମାର ପାତ୍ର, ବଣାଇଁ ବ୍ଲକ ସହ ସମ୍ପାଦକ ଲିଙ୍ଗରାଜ ସାହୁ, ବଣାଇଁ ବ୍ଲକ ଉପ ସଭାପତି ଅନିଲ ରଞ୍ଜନ ସାହୁ, ମନରଞ୍ଜନ ସାହୁ, ଲୋକନାଥ ଖିଲାରୀ, ପ୍ରଦୀପ ସାହୁ, ରବିନାରାୟଣ ରାଉତ, ଶିବଚରଣ କିସାନ, ସାଧୁ କିସାନ, ବିଜୟ କିସାନ, ଦ୍ବାରିକା ନାଥ କିସାନ , ଅରୁଣ ଖମାରି, ଶିବଚରଣ କିସାନ, ବିଜୟ କିସାନ, ସାଧୁ କିସାନ ପ୍ରମୁଖ ଉପସ୍ଥିତ ରହିଥିଲେ ।

ad-week
Leave A Reply

Your email address will not be published.