୧୯୭୨ ମାଟ୍ରିକ ବ୍ୟାଚ ବନ୍ଧୁ ମିଳନ ପାଇଁ ପ୍ରସ୍ତୁତି ବୈଠକ

add-all

ବୁଗୁଡ଼ା : ଦୀର୍ଘ ପଚାଶ ବର୍ଷ ପରେ ବୁଗୁଡ଼ା ପିପୁଲ୍ସ ହାଇସ୍କୁଲର ୧୯୭୨ ମ୍ୟାଟ୍ରିକ ବ୍ୟାଚ୍ ଛାତ୍ର ମାନଙ୍କ ବନ୍ଧୁ ମିଳନ ପାଇଁ ଏକ ପ୍ରସ୍ତୁତି ବୈଠକ ବୁଗୁଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି l ଆଜିର ଏହି ବୈଠକରେ ଅମୀୟ କୁମାର ଦାଶ, ଜୟକୃଷ୍ଣ ସାହୁ, ଅନନ୍ତ କର, ଗୌରୀପତି ଦାଶ, ଅଭୟ ପ୍ରସାଦ ପାଣିଗ୍ରାହୀ, ତ୍ରିଲୋଚନ ସାହୁ,ତ୍ରିନାଥ ଗୌଡ଼, ବିପିନ ବିହାରୀ ସାମଲ, ଲଡ଼ୁକିଶୋର ଗୌଡ଼, ପ୍ରଶାନ୍ତ କୁମାର ପାଢ଼ୀ,ଟି. ପ୍ରକାଶ ଚନ୍ଦ୍ର ସାମନ୍ତରା, ତ୍ରିଲୋଚନ ସାହୁ,ଗୋପାଳ କୃଷ୍ଣ ମହାରଣା, ବଂଶୀଧର ସାହୁ, ହୃଦୟ ବିଶ୍ୱାଳ,ଆଦିକନ୍ଧ ଜେନା, ଦେବୀ ପ୍ରସାଦ ଗୌଡ଼, ୟୁ.କୁଞ୍ଜ ବିହାରୀ ପାତ୍ର,ଗୌରୀ କୁମାର ନାୟକ, ପୁରୁଷୋତ୍ତମ ମିଶ୍ର, ଭାରତୀ ପୃଷ୍ଟି ପ୍ରମୁଖଙ୍କ ଉପସ୍ଥିତିରେ ଆଗାମୀ ଡିସେମ୍ବର ୪ ତାରିଖ ରବିବାର ଦିନ ବୁଗୁଡ଼ା ନିକଟସ୍ଥ ବୁଦ୍ଧଖୋଲ ଠାରେ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ କରିବା ପାଇଁ ନିଷ୍ପତି ହୋଇଥିଲା l

ad-week
Leave A Reply

Your email address will not be published.