ସେପ୍ଟେମ୍ବର ୩୦ ଯାଏ ଓପିଏସ୍‌ସି ସାକ୍ଷାତକାର ପରୀକ୍ଷା

add-all

ଭୁବନେଶ୍ୱର: ଓଡିଶା ପବ୍ଲିକ ସର୍ଭିସ କମିସନ(ଓପିଏସ୍‌ସି) ପକ୍ଷରୁ ଆୟୋଜିତ ହେଉଥିବା ସାକ୍ଷାତକାର ପରୀକ୍ଷା ଚଳିତ ସେପ୍ଟେମ୍ବର ମାସ ୩୦ ତାରିଖ ଯାଏ ଜାରି ରହିବ। ଏହି ସମୟ ମଧ୍ୟରେ ୟୁପିଏସ୍‌ସି ପରୀକ୍ଷା ମଧ୍ୟ ହେଉଛି। ତେଣୁ ଯେଉଁ ପ୍ରାର୍ଥୀମାନେ ୟୁପିଏସ୍‌ସି ମୁଖ୍ୟ ପରୀକ୍ଷା ଦେବାକୁ ଯାଉଛନ୍ତି, ସେମାନଙ୍କ ପାଇଁ ଅସୁବିଧା ହେଲେ ସାକ୍ଷାତକାର ତାରିଖ ବଦଳାଇପାରିବେ।

କିନ୍ତୁ ନିଜର ସାକ୍ଷାତାକାର ତାରିଖ ବଦଳାଇବାକୁ ହେଲେ ପ୍ରାର୍ଥୀ ଆଡମିଟ୍ କାର୍ଡର କପି ସହିତ ବିଧିବଦ୍ଧ ଭାବେ ଆବେଦନ କରିବାକୁ ପଡ଼ିବ। ଓପିଏସ୍‌ସି ଚେୟାରମ୍ୟାନ ସତ୍ୟଜିତ ମହାନ୍ତି ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.