ଚିତ୍ରକୋଣ୍ଡାର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ପାଳିତ

add-all

ଚିତ୍ରକୋଣ୍ଡା(୧୭/୦୯) : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ ହେଉଅଛି l ଚିତ୍ରକୋଣ୍ଡା ମୁଖ୍ୟ ବିଦ୍ୟୁତ ସବଷ୍ଟେସନ, ପଞ୍ଜାବୀ ଛକ ବାବୁ ଗ୍ୟାରେଜ, ସ୍ପିଲବାଇ ଲଞ୍ଚଘାଟ ଠାରେ ମାଟିବନ୍ଧ ଯୋଜନା ପ୍ରକଳ୍ପ କର୍ମି ମାନଙ୍କ ଦ୍ଵାରା ବିଶ୍ୱକର୍ମା ପୂଜା ପାଳିତ ହେଉଥିବା ବେଳେ ଚିତ୍ରକୋଣ୍ଡା ମିତଲ ନିପନ ଷ୍ଟିଲ ଇଣ୍ଡିଆ କମ୍ପାନୀ ଦ୍ଵାରା ବିଶ୍ୱ କର୍ମାଙ୍କ ପୂଜା ପାଳିତ ହେଉଥିବା ବେଳେ ଚିତ୍ରକୋଣ୍ଡାର ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ପାଳିତ ହୋଇ ଯାଇଛି l

ad-week
Leave A Reply

Your email address will not be published.