ତୈଳ ସନ୍ଧାନରେ ପୁରୀ ଜିଲ୍ଲା ଗୋପ କୁଶପୁର ମୌଜାରେ ଖନନ ପ୍ରକ୍ରିୟା ଆରମ୍ଭ

ପୁରୀ ଜିଲ୍ଲା ଗୋପ କୁଶପୁର ମୌଜାରେ ଅଏଲ ଇଣ୍ଡିଆ ପକ୍ଷରୁ ତୈଳ ସନ୍ଧାନ ଲାଗି ଖନନ ପ୍ରକ୍ରିୟା ଆରମ୍ଭ ହୋଇଛି।ପ୍ରାଥମିକ ର୍ଯ୍ୟାୟରେ ଏବେ ୨ଟି ପୋଖରୀ ଖୋଳା ଚାଲିଛି। ଏଥିଲାଗି ଅଏଲ ଇଣ୍ଡିଆ ୮ ଏକର ଜମିକୁ ୩ ବର୍ଷ ଲାଗି ଲିଜ୍‍ ନେବା ସହିତ ଲିଜ୍‍ ବାବଦକୁ ୩୭ ଜଣ ଚାଷୀଙ୍କୁ ୧ କୋଟି ଟଙ୍କା କ୍ଷତିପୂରଣ ବାବଦକୁ ପ୍ରଦାନ କରିଥିବା ସୂଚନା ମିଳିଛି।

ad-week
Leave A Reply

Your email address will not be published.