ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

add-all

ମୁନିଗୁଡା: ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ । ଭାଲିଆପଦର ଆଦିବାସୀ ସାହି ନିକଟ ପାହାଡ ଉପରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଦୁହିଁଙ୍କ ମଧ୍ୟରେ ବଚସା ଉଗ୍ରରୂପ ନେଇଥିବା ବେଳେ ସ୍ୱାମୀ ରାଗରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ସୂଚନା ମିଳିଛି । ତେବେ ମୃତ ପତ୍ନୀଙ୍କ ନାମ ରତନୀ କାଡ୍ରାକା ହୋଇଥିବା ବେଳେ ହତ୍ୟାକାରୀ ସ୍ବାମୀର ନାମ ପୁରୁଷତମ କାଡ୍ରାକା ବୋଲି ଜଣାପଡ଼ିଛି ।

nis-ad
Leave A Reply

Your email address will not be published.