ଆଦିବାସୀ ଆଦାନ ପ୍ରଦାନ କାର୍ଯ୍ୟକ୍ରମରେ ଭାଗ ନେଇ ଥିବା ପ୍ରତିଯୋଗୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

add-all

ଫୁଲବାଣୀ : ଫୁଲବାଣୀ ସହରର ସ୍ଥାନିୟ ପି ଡି ୱାଟର ସେଡ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ୧୪ ତମ ଆଦିବାସୀ ଆଦାନ ପ୍ରଦାନ କାର୍ଯ୍ୟକ୍ରମର ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇ ଅଛି l ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ପୂର୍ବତନ ଆର୍ମି ଅଧିକାରୀ ବିଷ୍ଣୁ ଚରଣ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ସି ଆର ପି ଏଫ ବାଲିଗୁଡା ର ପ୍ରେମାନନ୍ଦ ଭୋଇ, ପ୍ରହଲ୍ଲାଦ ରାଇ, ସ୍ଵର୍ଣ୍ଣଲତା ମହାପାତ୍ର, ନିଦାନ ନାରାୟଣ ନମ, ହୃଷିକେଶ ମିଶ୍ର, କୁନ୍ଦନ କୁମାର ନାୟକ ଏବଂ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା, ପ୍ରମୁଖ ଉପସ୍ଥିତ ଥିଲେ ୧୪ ତମ ଆଦିବାସୀ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ପାଇଁ ତୁମୁଡିବନ୍ଧ ବ୍ଲକର ମୁଣ୍ଡିଗଡ଼ ଗ୍ରାମର ୪୦ ଜଣ ଯୁବକ ଓ ଯୁବତୀ ଯାତ୍ରା କରିଥିଲେ l

ad-week
Leave A Reply

Your email address will not be published.