ତୃତୀୟ ଦିନରେ ପହଞ୍ଚିଛି ଆଉଟ ସୋରସିଂ କର୍ମଚାରୀଙ୍କ କଳା ବ୍ୟାଜ ପରିଧାନ

add-all

ଫୁଲବାଣୀ : କନ୍ଧମାଳ ଜ଼ୀଲ୍ଳାରେ ବିଭିନ୍ନ ବିଭାଗରେ କାର୍ଯ୍ୟ କରୁଥିବା ଆଉଟସୋରସିଂ କାର୍ଯ୍ୟରତ ଥିବା କର୍ମଚାରୀ ମାନେ ଶାନ୍ତି ଶୃଙ୍ଖଳା ଭାବେ କଳାବ୍ୟାଚ ଧାରଣ କରି ନିଜ ନିଜ ବିଭାଗରେ ସୁଚାରୁ ରୁପେ କାର୍ଯ୍ୟ ତୁଲାଇଛନ୍ତି ଏବଂ ସରକାର ଯଦିଓ ୨୦.୧୧.୨୦୨୨ ତାରିକ୍ଷ ମଧ୍ୟରେ କିଛି ପଦକ୍ଷେପ ନ ନିଅନ୍ତି ତେବେ ୨୬ ତାରିକ୍ଷରେ ଓଡିଶାରୁ ସବୁ ବର୍ଗର ଆଉଟସୋରସିଂ କର୍ମଚାରୀ ମାନେ ସମୂହ ଭାବେ ବହାରିଯାଇ ରାଜ୍ୟ ନେତୃମଣ୍ଡଳୀଙ୍କ ସହ ସହବନ୍ଧିତ ହୋଇ lower PMG ରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବେ ବୋଲି ସୂଚନା ଦେଇଛନ୍ତି ଓଡିଶା ଆଉଟ ସୋର୍ସିଂ କର୍ମଚାରୀ କନ୍ଧମାଳ ଶାଖା ର ସଭାପତି ପୂର୍ଣ୍ଣ ଚନ୍ଦ୍ର ମିଶ୍ର l

ad-week
Leave A Reply

Your email address will not be published.